ସକ୍ତୁକ Saktuka

  • ସଂ. ବି (ସକ୍ତୁ+ସ୍ୱାର୍ଥେ. କ) — ସକ୍ତୁ (ଦେଖ) — Saktu (See)
  • ସଂ. ବି (ସକ୍ତୁ+ସ୍ୱାର୍ଥେ. କ) — ବିଷବୃକ୍ଷବିଶେଷ (ଯହିଁର ଗ୍ରନ୍ଥି ସକ୍ତୁ ତୁଲ୍ୟ ଚୂର୍ଣ୍ଣ ପଦାର୍ଥରେ ପୂର୍ଣ୍ଣ) — A sort of poisonous plant the nodes of which are full of powdery matter