ସକ୍ତ Sakta

  • ସଂ. ବିଣ. ପୁଂ (ସନ୍ଜ୍ ଧାତୁ=ଆସକ୍ତ ହେବା+କର୍ତ୍ତୃ. ତ) — ଅର୍ପିତ — Deposited; offered
  • ସଂ. ବିଣ. ପୁଂ (ସନ୍ଜ୍ ଧାତୁ=ଆସକ୍ତ ହେବା+କର୍ତ୍ତୃ. ତ) — ନିର୍ଦ୍ଦିଷ୍ଟ — Fixed; specified
  • ସଂ. ବିଣ. ପୁଂ (ସନ୍ଜ୍ ଧାତୁ=ଆସକ୍ତ ହେବା+କର୍ତ୍ତୃ. ତ) — ଆସକ୍ତ — Devoted to; attached to; engaged
  • ସଂ. ବିଣ. ପୁଂ (ସନ୍ଜ୍ ଧାତୁ=ଆସକ୍ତ ହେବା+କର୍ତ୍ତୃ. ତ) — ମନୋଯୋଗୀ — Attentive to
  • ସଂ. ବିଣ. ପୁଂ (ସନ୍ଜ୍ ଧାତୁ=ଆସକ୍ତ ହେବା+କର୍ତ୍ତୃ. ତ) — ସଂଲଗ୍ନ; ଲାଗି ଯାଇଥିବା — Connected with; securely-joined to; stuck to