ସକ୍ ସକ୍ ହେବା Sak sak hebā

  • ଦେ. କ୍ରି — ସକାଇ କାନ୍ଦିବା — To cry with suppressed sobs; to whimper; to snivel
  • ଦେ. କ୍ରି — (ଫା. ସୌକ୍ =ଆଗ୍ରହ) କୌଣସି ବସ୍ତୁ ବା ବିଷୟ ପାଇଁ ଅଳି ଲଗାଇ କାନ୍ଦିବା — To whimper for anything; to weep or sob plaintively
  • ଦେ. କ୍ରି — କୌଣସି ବିଷୟ ପାଇଁ ଆଗ୍ରହାନ୍ୱିତ ବା ଲାଳାୟିତ ହେବା; ହାଇଁପାଇଁ ହେବା — To hanker after anything
  • ଦେ. କ୍ରି — (ସଂ. ସିକ୍ତ) ଆର୍ଦ୍ର ହେବା — To be damp