ସକ୍ ସକ୍ Sak sak
- ଦେ. ବି — ସକାଇ କାନ୍ଦିବା — Whimpering; cry with restrained or bated breathings; sobbing cry; cry accompanied with restrained sobs
- ଦେ. ବି — ଭୂମିର ଆର୍ଦ୍ରତା — Wetness or dampness of the soil
- ଦେ. ବିଣ — ସକାଇ କାନ୍ଦୁଥିବା — Whimpering; crying with bated breath or with restrained sobs
- ଦେ. ବିଣ — (ସଂ. ସିକ୍ତ) ଆର୍ଦ୍ର — Wet; damp
- ଦେ. ବିଣ — (ଫା. ସୌକ୍) ଆଗ୍ରହାନ୍ୱିତ; ଲାଳାୟିତ; ହାଇଁପାଇଁ — Covetous; extremely eager