ସକ୍ବା Sak-bā

  • ପ୍ରାଦେ. (ଲରିଆ) କ୍ରି. (ସଂ. ଶକ୍ ଧାତୁ) — ପାରିବା; (କୌଣସି କାର୍ଯ୍ୟ କରିବାକୁ) ସମର୍ଥ ହେବା; ସକିବା — To be able; (to do a thing.)
  • ପ୍ରାଦେ. (ଲରିଆ) କ୍ରି. (ସଂ. ଶକ୍ ଧାତୁ) — [ଉ—'ଏ ବାଡ଼ିଲା ତୁଟାଏଲ୍ ସକ୍ବେ?'=ଏ ବାଡ଼ିକୁ ଭାଙ୍ଗି ପାରିବୁ?]