ସକ୍ବକ୍ Sak bak

  • ଦେ. ବି — କାଇଲ୍ ମାକୁଲ୍; ଭ୍ରମ ଓ ଦୋଷ — Mistake and fault
  • ଦେ. ବି — ଅଭାବ ଅସୁବିଧା — Want; disadvantage
  • ଦେ. ବି — [ଦ୍ର—ସକ୍ ବକ୍ରେ ଦିନେ ଅଧେ କଅଣ ଚଳି ଗଲେ ହୁଏ ନାହିଁ।]