ସକ୍ଷମା Sakshamā

  • ଦେ. ବିଣ (ପ୍ରାଚୀନ ପଦ୍ଯ) — କ୍ଷମା ପ୍ରଦାନରେ ସମର୍ଥ — Able to forgive
  • ଦେ. ବିଣ (ପ୍ରାଚୀନ ପଦ୍ଯ) — (ଉ—ସକ୍ଷମା ଚକ୍ରକୁ ଆପେ ଘେନି ଶ୍ରୀହସ୍ତରେ। ପ୍ରାଚୀ, ବ୍ରହ୍ମନିରୂପଣ ଗୀତା।)