ସଂହନନ Saṁhanana
- ସଂ. ବି. (ସମ୍+ହନ୍ ଧାତୁ= ଆଘାତ କରିବା+ଭାବ. ଅନ) — ସମ୍ୟକ୍ ଆଘାତ. — Heavy blow
- ସଂ. ବି. (ସମ୍+ହନ୍ ଧାତୁ= ଆଘାତ କରିବା+ଭାବ. ଅନ) — (+ ଅଧିକରଣ. ଅ) ଶରୀର; ଦେହ — Body
- ସଂ. ବି. (ସମ୍+ହନ୍ ଧାତୁ= ଆଘାତ କରିବା+ଭାବ. ଅନ) — ସମୂହ; ସଂଘାତ — Multitude; heap; collection
- ସଂ. ବି. (ସମ୍+ହନ୍ ଧାତୁ= ଆଘାତ କରିବା+ଭାବ. ଅନ) — ବଧ — Killing
- ସଂ. ବି. (ସମ୍+ହନ୍ ଧାତୁ= ଆଘାତ କରିବା+ଭାବ. ଅନ) — (+କରଣ. ଅନ) ବଳ — Strength (Apte)