ସଂହର୍ତ୍ତା Saṁharttā

  • ସଂ. ବିଣ. ପୁଂ. (ସମ୍+ ହୁ ଧାତୁ+ କର୍ତ୍ତୃ. ତୃ; ସଂହର୍ତ୍ତୃ ଶବ୍ଦ; 1 ମା. 1 ବ.) — ସଂହାରକାରୀ — Destroying
  • ସଂ. ବିଣ. ପୁଂ. (ସମ୍+ ହୁ ଧାତୁ+ କର୍ତ୍ତୃ. ତୃ; ସଂହର୍ତ୍ତୃ ଶବ୍ଦ; 1 ମା. 1 ବ.) — ବଧକାରୀ — Slaughtering
  • ସଂ. ବିଣ. ପୁଂ. (ସମ୍+ ହୁ ଧାତୁ+ କର୍ତ୍ତୃ. ତୃ; ସଂହର୍ତ୍ତୃ ଶବ୍ଦ; 1 ମା. 1 ବ.) — ରୋଧକାରୀ; ଦମନକାରୀ — Controlling; restraining; checking
  • ସଂ. ବି. — ସଂହାରକର୍ତ୍ତା — Destroyer; slaughterer