ସଂହର୍ଷ Saṁharsha
- ସଂ. ବି. (ସମ୍+ହୃଷ୍ ଧାତୁ= ତୁଷ୍ଟ ହେବା+ଭାବ. ଅ) — ଆମୋଦ; ପ୍ରମୋଦ — Amusement; glee
- ସଂ. ବି. (ସମ୍+ହୃଷ୍ ଧାତୁ= ତୁଷ୍ଟ ହେବା+ଭାବ. ଅ) — ଅନ୍ୟଶୁଭଦ୍ୱେଷ; ପରଶ୍ରୀକାତରତା — Envy; spite
- ସଂ. ବି. (ସମ୍+ହୃଷ୍ ଧାତୁ= ତୁଷ୍ଟ ହେବା+ଭାବ. ଅ) — ପରସ୍ପର ସ୍ପର୍ଦ୍ଧା — Mutual defiance
- ସଂ. ବି. (ସମ୍+ହୃଷ୍ ଧାତୁ= ତୁଷ୍ଟ ହେବା+ଭାବ. ଅ) — ଘର୍ଷଣ — Friction
- ସଂ. ବି. (ସମ୍+ହୃଷ୍ ଧାତୁ= ତୁଷ୍ଟ ହେବା+ଭାବ. ଅ) — ରୋମାଞ୍ଚ; ଲୋମହର୍ଷ — Horripilation
- ସଂ. ବି. (ସମ୍+ହୃଷ୍ ଧାତୁ= ତୁଷ୍ଟ ହେବା+ଭାବ. ଅ) — (+କର୍ତ୍ତୃ. ଅ) ବାୟୁ — Air