ସଂହରିବା Saṁharibā

  • ଦେ. କ୍ରି (ପଦ୍ଯ) (ସଂ. ସଂହାରଣ) — ସଂହାରିବା (ଦେଖ) — Saṁhāribā (See)
  • ଦେ. କ୍ରି (ପଦ୍ଯ) (ସଂ. ସଂହାରଣ) — ବଧ କରିବା — To kill
  • ଦେ. କ୍ରି (ପଦ୍ଯ) (ସଂ. ସଂହାରଣ) — ତ୍ୟାଗ କରିବା — To give up
  • ଦେ. କ୍ରି (ପଦ୍ଯ) (ସଂ. ସଂହାରଣ) — ଦମନ କରିବା — To control
  • ଦେ. କ୍ରି (ପଦ୍ଯ) (ସଂ. ସଂହାରଣ) — [ଉ—ଯେଉଁ ଲୋକ କ୍ରୋଧ ହୋଇଲେ ସଂହରୁଛି, ଅଶ୍ରେୟ ହୋଇ କଥା ତାର କାହିଁ ଅଛି— କୃଷ୍ଣସିଂହ, ମହାଭାରତ, ବନ।]
  • ଦେ. କ୍ରି (ପଦ୍ଯ) (ସଂ. ସଂହାରଣ) — ସମ୍ଭାଇବା; ରଖିବା — To contain; to keep
  • ଦେ. କ୍ରି (ପଦ୍ଯ) (ସଂ. ସଂହାରଣ) — [ଉ—ଅନ୍ତର୍ଗତ କଥା ଅନ୍ତେ ସଂହରି—ପ୍ରାଚୀ, ରହସ୍ୟମଞ୍ଜରୀ।].
  • ଦେ. କ୍ରି (ପଦ୍ଯ) (ସଂ. ସଂହାରଣ) — ବୁଜିବା — To close; to shut up
  • ଦେ. କ୍ରି (ପଦ୍ଯ) (ସଂ. ସଂହାରଣ) — [ଉ—ଶୌନକ ବାକ୍ୟେ ସୁତ ମୁନି, ଚକ୍ଷୁ ସଂହରି ହେଲେ ତୁନି—ପ୍ରାଚୀ, ନିର୍ଗୁଣ ମାହାତ୍ମ୍ୟ]
  • ଦେ. କ୍ରି (ପଦ୍ଯ) (ସଂ. ସଂହାରଣ) — ନିରୋଧ କରିବା — To enclose
  • ଦେ. କ୍ରି (ପଦ୍ଯ) (ସଂ. ସଂହାରଣ) — [ଉ—ଆତ୍ମାରେ ଆତ୍ମା ସ୍ଥିର କରି, ପବନ ଅନ୍ତରେ ସଂହରି—ଜଗନ୍ନାଥ, ଭାଗବତ।]
  • ଦେ. କ୍ରି (ପଦ୍ଯ) (ସଂ. ସଂହାରଣ) — ସଂଯତ କରିବା — To restrain