ସଂହତ ଜାନୁ Saṁhata jānu

  • ସଂ. ବିଣ. ପୁଂ. ଓ ସ୍ତ୍ରୀ. (ବହୁବ୍ରୀହି) — ଯେଉଁ ବ୍ଯକ୍ତିର ଆଣ୍ଠୁ ଦୁଇଟି ଚାଲିଲା ବେଳେ ଲାଗିଯାଏ; ସଂଜ୍ଞୁ; ସଂଜ୍ଞ — Knock-kneed; having the knees knocking with each other while walking