ସଂହତଭ୍ରୂ Saṁhata bhrū

  • ସଂ. ବିଣ. ପୁଂ. ଓ ସ୍ତ୍ରୀ (ବହୁବ୍ରୀହି) — ଯେଉଁ ବ୍ଯକ୍ତି ଭ୍ରୂ ଯୁଗକୁ ସଂକୁଚିତ ବା ସନ୍ନିହିତ କରିଅଛି — (a person) Knitting the eyebrows (Apte)