ସଂସ୍ଥ Saṁstha
- ସଂ. ବିଣ. ପୁଂ.— (ସମ୍+ସ୍ଥା ଧାତୁ+କର୍ତ୍ତୃ. ଅ) — ଅବସ୍ଥିତ — Settled; seated
- ସଂ. ବିଣ. ପୁଂ.— (ସମ୍+ସ୍ଥା ଧାତୁ+କର୍ତ୍ତୃ. ଅ) — ସମାପ୍ତ — Finished
- ସଂ. ବିଣ. ପୁଂ.— (ସମ୍+ସ୍ଥା ଧାତୁ+କର୍ତ୍ତୃ. ଅ) — ମୃତ — Dead
- ସଂ. ବିଣ. ପୁଂ.— (ସମ୍+ସ୍ଥା ଧାତୁ+କର୍ତ୍ତୃ. ଅ) — ସଦୃଶ — Similar
- ସଂ. ବି. ପୁଂ ଚର — A spy
- ସଂ. ବି. ପୁଂ ନିଜରାଷ୍ଟ୍ରକ ଚର — An informer
- ସଂ. ବି. ପୁଂ ସ୍ୱରାଜ୍ୟ ବାସୀ — An inhabitant of one's country; a countryman