ସଂସ୍ତାବ Saṁstāba

  • ସଂ. ବି.—(ସମ୍ + ସ୍ତୁ ଧାତୁ+ ଅଧି ଅ) — ଯଜ୍ଞ ବେଦୀରେ ବ୍ରାହ୍ମଣମାନେ ଯେଉଁ ସ୍ଥାନରେ ବସି ମିଳିତ ଭାବରେ ସ୍ତବ ଗାନ କରନ୍ତି — A place where Brahnabas collectively chant hymns during a Vedic sacrifice at or near the alter
  • ସଂ. ବି.—(ସମ୍ + ସ୍ତୁ ଧାତୁ+ ଅଧି ଅ) — (+ଭାବ. ଅ) ପରିଚୟ — Acquaintance; familiarity
  • ସଂ. ବି.—(ସମ୍ + ସ୍ତୁ ଧାତୁ+ ଅଧି ଅ) — ସ୍ତୁତି — Eulogy
  • ସଂ. ବି.—(ସମ୍ + ସ୍ତୁ ଧାତୁ+ ଅଧି ଅ) — ସଂକୀର୍ତ୍ତନ — Hymning in chorus (Apte)