ସଂସ୍ତା Saṁstā

  • ଦେ. ବି. (ସଂ. ସଂସ୍ଥା) ସଚଳ ଅବସ୍ଥା — Worldly competence; state of being well-to-do
  • ଦେ. ବି. (ସଂ. ସଂସ୍ଥା) ଧନ; ବିଷୟ ସମ୍ପତ୍ତି — Property
  • ଦେ. ବି. (ସଂ. ସଂସ୍ଥା) ଭୂସମ୍ପତ୍ତି — Landed property