ସଂସ୍ତ୍ୟାୟ Saṁstyāya
- ସଂ. ବି. (ସମ୍+ସ୍ତ୍ୟୈ ଧାତୁ=ସହଂତ ହେବା+ ଭାବ. ଅ) — ସଂସ୍ଥାନ; ନିବିଡ଼ ସନ୍ନିବେଶ; ସଂଘାତ — Accumulation
- ସଂ. ବି. (ସମ୍+ସ୍ତ୍ୟୈ ଧାତୁ=ସହଂତ ହେବା+ ଭାବ. ଅ) — ସମୂହ — Multitude; assemblage
- ସଂ. ବି. (ସମ୍+ସ୍ତ୍ୟୈ ଧାତୁ=ସହଂତ ହେବା+ ଭାବ. ଅ) — ବିସ୍ତାର — Extension; spreading; diffusion
- ସଂ. ବି. (ସମ୍+ସ୍ତ୍ୟୈ ଧାତୁ=ସହଂତ ହେବା+ ଭାବ. ଅ) — ଗୃହ — Residence; house habitation
- ସଂ. ବି. (ସମ୍+ସ୍ତ୍ୟୈ ଧାତୁ=ସହଂତ ହେବା+ ଭାବ. ଅ) — ପରିଚୟ; ଆଳାପ — Familiarity; family talk
- ସଂ. ବି. (ସମ୍+ସ୍ତ୍ୟୈ ଧାତୁ=ସହଂତ ହେବା+ ଭାବ. ଅ) — ରାଶି; ଗଦା — Heap
- ସଂ. ବି. (ସମ୍+ସ୍ତ୍ୟୈ ଧାତୁ=ସହଂତ ହେବା+ ଭାବ. ଅ) — ନୈକଟ୍ୟ — Vicinity (Apte)