ସଂସ୍ଥାପନା Saṁsthāpanā
- ସଂ. ବି. (ସମ୍+ସ୍ଥା. ଧାତୁ ଣିଜନ୍ତ=ସ୍ଥାପି. ଧାତୁ=ରଖିବା+ଭାବ. ଅନ) — ସ୍ଥିରୀ—କରଣ — Settlement; settling
- ସଂ. ବି. (ସମ୍+ସ୍ଥା. ଧାତୁ ଣିଜନ୍ତ=ସ୍ଥାପି. ଧାତୁ=ରଖିବା+ଭାବ. ଅନ) — ପ୍ରତିଷ୍ଠା କରିବା — Establishing
- ସଂ. ବି. (ସମ୍+ସ୍ଥା. ଧାତୁ ଣିଜନ୍ତ=ସ୍ଥାପି. ଧାତୁ=ରଖିବା+ଭାବ. ଅନ) — ଦୃଢ଼ ଭିତ୍ତି ଉପରେ ସ୍ଥାପନ — Placing on a sure footing