ସଂସ୍ତୁତ Saṁstuta

  • ସଂ. ବିଣ.— (ସମ୍+ସ୍ତୃ ଧାତୁ=ସ୍ତବ କରିବା + କର୍ମ. ତ) — ସ୍ତୁତିପ୍ରାପ୍ତ; ଯାହାକୁ ବିଶେଷ ଭାବରେ ସ୍ତୁତି କରାଯାଏ — Eulogised
  • ସଂ. ବିଣ.— (ସମ୍+ସ୍ତୃ ଧାତୁ=ସ୍ତବ କରିବା + କର୍ମ. ତ) — ପ୍ରଶଂସିତ — Praised
  • ସଂ. ବିଣ.— (ସମ୍+ସ୍ତୃ ଧାତୁ=ସ୍ତବ କରିବା + କର୍ମ. ତ) — ପୂଜିତ — Worshipped
  • ସଂ. ବିଣ.— (ସମ୍+ସ୍ତୃ ଧାତୁ=ସ୍ତବ କରିବା + କର୍ମ. ତ) — ଯାହାକୁ ପ୍ରାର୍ଥନା କରାଯାଏ — Solicited
  • ସଂ. ବିଣ.— (ସମ୍+ସ୍ତୃ ଧାତୁ=ସ୍ତବ କରିବା + କର୍ମ. ତ) — ସୁପରିଚିତ — Acquainted, intimate, familiar (Apte)
  • ସଂ. ବିଣ.— (ସମ୍+ସ୍ତୃ ଧାତୁ=ସ୍ତବ କରିବା + କର୍ମ. ତ) — ଏକତ୍ର ବା ଯୁଗପତ୍ ପ୍ରଶଂସିତ — Praised together
  • ସଂ. ବିଣ.— (ସମ୍+ସ୍ତୃ ଧାତୁ=ସ୍ତବ କରିବା + କର୍ମ. ତ) — ପରସ୍ପର ସହିତ ମେଳଥିବା — Agreeing together; harmonious (Apte)
  • ସଂ. ବିଣ.— (ସମ୍+ସ୍ତୃ ଧାତୁ=ସ୍ତବ କରିବା + କର୍ମ. ତ) — ଅଭିପ୍ରେତ; ଉଦ୍ଦିଷ୍ଟ — Intended; aimed at (Apte)