ସଂସ୍ତବ Saṁstaba

  • ସଂ. ବି. (ସମ୍+ସ୍ତବ) — ସମ୍ୟକ୍ ପ୍ରଶଂସା; ସ୍ତୁତି — Eulogy; applause; panegyric
  • ସଂ. ବି. (ସମ୍+ସ୍ତବ) — ଖୋସାମତ — Flattery
  • ସଂ. ବି. (ସମ୍+ସ୍ତବ) — ପରିଚୟ — Acquaintance; familiarity
  • ସଂ. ବି. (ସମ୍+ସ୍ତବ) — ଆଳାପ — Conversation; introduction
  • ସଂ. ବି. (ସମ୍+ସ୍ତବ) — ପର— ସ୍ପରଙ୍କ ମନର ମେଳ — Harmony; agreeing together (Apte)