ସଂସ୍କୃତ Saṁskṛuta
- ସଂ. ବିଣ. ପୁଂ (ସମ୍+କୃ ଧାତୁ+କର୍ମ. ତ; ସ ଆଗମ) — ପରିଶୋଧିତ; ପରିଶୁଦ୍ଧ — Purified; rectified
- ସଂ. ବିଣ. ପୁଂ (ସମ୍+କୃ ଧାତୁ+କର୍ମ. ତ; ସ ଆଗମ) — ସଂପାଦିତ; ସଂପନ୍ନ; ନିଷ୍ପନ୍ନ — Accomplished
- ସଂ. ବିଣ. ପୁଂ (ସମ୍+କୃ ଧାତୁ+କର୍ମ. ତ; ସ ଆଗମ) — ଶୁଦ୍ଧୀକୃତ; ପବିତ୍ରୀକୃତ — Consecrated; hallowed
- ସଂ. ବିଣ. ପୁଂ (ସମ୍+କୃ ଧାତୁ+କର୍ମ. ତ; ସ ଆଗମ) — ସଜ୍ଜିତ; ଭୂଷିତ; ଅଳଂକୃତ — Decorated; embellished; furnished; adorned
- ସଂ. ବିଣ. ପୁଂ (ସମ୍+କୃ ଧାତୁ+କର୍ମ. ତ; ସ ଆଗମ) — ପରିଷ୍କୃତ — Cleansed
- ସଂ. ବିଣ. ପୁଂ (ସମ୍+କୃ ଧାତୁ+କର୍ମ. ତ; ସ ଆଗମ) — ପରିମାର୍ଜିତ; ମାର୍ଜିତ — Polished; scoured; refined
- ସଂ. ବିଣ. ପୁଂ (ସମ୍+କୃ ଧାତୁ+କର୍ମ. ତ; ସ ଆଗମ) — ସିଦ୍ଧ — Boiled
- ସଂ. ବିଣ. ପୁଂ (ସମ୍+କୃ ଧାତୁ+କର୍ମ. ତ; ସ ଆଗମ) — ପକ୍ୱ — Ripened
- ସଂ. ବିଣ. ପୁଂ (ସମ୍+କୃ ଧାତୁ+କର୍ମ. ତ; ସ ଆଗମ) — ମନ୍ତ୍ରପୂତ — Consecrated by means of mystic incantations
- ସଂ. ବିଣ. ପୁଂ (ସମ୍+କୃ ଧାତୁ+କର୍ମ. ତ; ସ ଆଗମ) — ଦୋଷଶୂନ୍ଯ ବା ଭ୍ରାନ୍ତିଶୂନ୍ଯ କରାଯାଇ ଥିବା — Corrected; rectified
- ସଂ. ବିଣ. ପୁଂ (ସମ୍+କୃ ଧାତୁ+କର୍ମ. ତ; ସ ଆଗମ) — ନିର୍ଦୋଷୀ— କୃତ — Perfected; made faultless
- ସଂ. ବିଣ. ପୁଂ (ସମ୍+କୃ ଧାତୁ+କର୍ମ. ତ; ସ ଆଗମ) — ସାଧୁ; ବ୍ୟାକରଣସିଦ୍ଧ (ଶବ୍ଦ) — (word) Formed by following correct grammatical rules; grammatical