ସଂସ୍ତମ୍ଭ Saṁstambha
- ସଂ. ବି. (ସମ୍+ସ୍ତନଭ୍ ଧାତୁ= ସ୍ତବ୍ଧ କରିବା+ ଭାବ. ଅ) — ପ୍ରତିବନ୍ଧ — Obstruction
- ସଂ. ବି. (ସମ୍+ସ୍ତନଭ୍ ଧାତୁ= ସ୍ତବ୍ଧ କରିବା+ ଭାବ. ଅ) — ଦୃଢ଼ୀକରଣ — Making a thing steady or firm; strengthening
- ସଂ. ବି. (ସମ୍+ସ୍ତନଭ୍ ଧାତୁ= ସ୍ତବ୍ଧ କରିବା+ ଭାବ. ଅ) — ନିବାରଣ — Prevention
- ସଂ. ବି. (ସମ୍+ସ୍ତନଭ୍ ଧାତୁ= ସ୍ତବ୍ଧ କରିବା+ ଭାବ. ଅ) — ଦମନ — Controlling; checking; restraint
- ସଂ. ବି. (ସମ୍+ସ୍ତନଭ୍ ଧାତୁ= ସ୍ତବ୍ଧ କରିବା+ ଭାବ. ଅ) — ସ୍ତମ୍ଭିତ ବା ସ୍ଥଗିତ କରିବା — Stopping
- ସଂ. ବି. (ସମ୍+ସ୍ତନଭ୍ ଧାତୁ= ସ୍ତବ୍ଧ କରିବା+ ଭାବ. ଅ) — ଜଡ଼ ଭାବ — Stupefaction; paralysis (Apte)
- ସଂ. ବି. (ସମ୍+ସ୍ତନଭ୍ ଧାତୁ= ସ୍ତବ୍ଧ କରିବା+ ଭାବ. ଅ) — ସ୍ତମ୍ଭୀଭାବ — Stop; stay (Apte)
- ସଂ. ବି. (ସମ୍+ସ୍ତନଭ୍ ଧାତୁ= ସ୍ତବ୍ଧ କରିବା+ ଭାବ. ଅ) — ଅନୁମୋଦନ — Confirming (Apte)
- ସଂ. ବି. (ସମ୍+ସ୍ତନଭ୍ ଧାତୁ= ସ୍ତବ୍ଧ କରିବା+ ଭାବ. ଅ) — (+କରଣ. ଅ) ଯାହାଦ୍ୱାରା କୌଣସି ବସ୍ତୁକୁ ଟେକି ଧରାଯାଏ; ଠେକ — Support; prop (Apte)