ସଂସ୍ତବାନ Saṁstabāna
- ସଂ. ବି. ପୁଂ. (ସମ୍+ସ୍ତୁ ଧାତୁ= ସ୍ତୁତି କରିବା+କର୍ତ୍ତୃ. ଅନ) — (ପୁଂ) ବାଗ୍ମୀ; ସଦ୍ବକ୍ତା — Orator
- ସଂ. ବି. ପୁଂ. (ସମ୍+ସ୍ତୁ ଧାତୁ= ସ୍ତୁତି କରିବା+କର୍ତ୍ତୃ. ଅନ) — ଉଦ୍ଗାତା; ବେଦମନ୍ତ୍ରଗାୟକ ପୁରୋହିତ — A class of priests singing the mantras at Vedic sacrifices
- ସଂ. ବି. ପୁଂ. (ସମ୍+ସ୍ତୁ ଧାତୁ= ସ୍ତୁତି କରିବା+କର୍ତ୍ତୃ. ଅନ) — (+ଭାବ. ଅନ) ହର୍ଷ — Delight; joy (Apte)
- ସଂ. ବିଣ. ପୁଂ — ବାଗ୍ମୀ — Eloquent
- ସଂ. ବିଣ. ପୁଂ — ଯଥାର୍ଥରୂପେ ପ୍ରଶଂସାକାରୀ — Praising properly (Apte)