ସଂକଳିତ Saṁkaḻita

  • ସଂ. ବିଣ (ସମ୍+କଳ୍ ଧାତୁ=ସଂଗ୍ରହ କରିବା+କର୍ମ; ତ) — ସଂଗୃହୀତ — Gathered up. collected
  • ସଂ. ବିଣ (ସମ୍+କଳ୍ ଧାତୁ=ସଂଗ୍ରହ କରିବା+କର୍ମ; ତ) — ଏକତ୍ର ଯୋଗ କରା ଯାଇଥିବା (ରାଶିମାନ) — Added up (numbers)