ସଂକଳ Saṁkaḻa
- ସଂ. ବି (ସମ୍+କଳ୍ ଧାତୁ=ଗଣନା, ସଂଗ୍ରହ କରିବା+ ଭାବ. ଅ) — ସଂଗ୍ରହ — Collection
- ସଂ. ବି (ସମ୍+କଳ୍ ଧାତୁ=ଗଣନା, ସଂଗ୍ରହ କରିବା+ ଭାବ. ଅ) — ବହୁ ସଂଖ୍ୟକ ଓ ବିସ୍ତୃତ ବସ୍ତୁର ଏକତ୍ରୀକରଣ — Compilation; heaping up
- ସଂ. ବି (ସମ୍+କଳ୍ ଧାତୁ=ଗଣନା, ସଂଗ୍ରହ କରିବା+ ଭାବ. ଅ) — (ଗଣିତ) ଯୋଗ; ମିଶାଣ — (mathematics) Addition