ସଂକଳୟିତା Saṁkaḻayitā

  • ସଂ. ବିଣ. ଓ ବି ପୁଂ (ସମ୍+କଳ୍ ଧାତୁ=ସଂଗ୍ରହ କରିବା+କର୍ତ୍ତୃ. ତୃ; ସଂକଳୟିତୃ ଶବ୍ଦ, 1 ମା 1 ବ) — ସଂକଳନକାରୀ; ସଂଗ୍ରହକର୍ତ୍ତା — Collector; compiler