ସଂକର୍ଷଣ Saṁkarshaṇa

  • ସଂ. ବି. (ସମ୍+କୃଷ୍ ଧାତୁ+ଭାବ. ଅନ) — ସଂପୂର୍ଣ୍ଣରୂପେ କର୍ଷଣ; ଆକର୍ଷଣ — Attraction
  • ସଂ. ବି. (ସମ୍+କୃଷ୍ ଧାତୁ+ଭାବ. ଅନ) — — Cultivation; agriculture; ploughing up
  • ସଂ. ବି. (ସମ୍+କୃଷ୍ ଧାତୁ+ଭାବ. ଅନ) — (+କର୍ତ୍ତୃ. ଅନ) ବଳରାମ; ବଳଦେବ; ଶ୍ରୀକୃଷ୍ଣାଗ୍ରଜ (ଦ୍ର—ଏହାଙ୍କର ହଳ ଆୟୁଧ) — Baḻarāma
  • ସଂ. ବି. (ସମ୍+କୃଷ୍ ଧାତୁ+ଭାବ. ଅନ) — ଶିବ — God Ṡiba
  • ସଂ. ବି. (ସମ୍+କୃଷ୍ ଧାତୁ+ଭାବ. ଅନ) — ବିଷ୍ଣୁଙ୍କର କଳା ବିଶେଷ — A phase of Bishṇu
  • ସଂ. ବି. (ସମ୍+କୃଷ୍ ଧାତୁ+ଭାବ. ଅନ) — [ଉ—ବିରଷ ମାସ ପ୍ରହର ଦଣ୍ଡ ଯେ ମୁହୂର୍ତ୍ତ, ସଂକର୍ଷଣ ଆଦି ଫଳି ହୋଇଛି ବିଦିତ—ପ୍ରାଚୀ, ଶିବସ୍ୱରୋଦୟ।)
  • ଦେ. ବି. ପୁଂ — ଲୋକଙ୍କ ନାମ — A name of males