ସଂକଳପ Saṁkaḻapa

  • ଗ୍ରା. (ପଦ୍ଯ) ବି. (ସଂ. ସଂକଳ୍ପ) — ସଂକଳ୍ପ (ଦେଖ) — saṁkaḻpa (See)
  • ଗ୍ରା. (ପଦ୍ଯ) ବି. (ସଂ. ସଂକଳ୍ପ) — [ଉ—ନୋହେ ସଂକଳପ ମାନସେ ରହେ, ହେଳା ନୋହେ ଯତନରେ ଗୋ ଦେହେ—କବିସୂର୍ଯ୍ୟ, ସଙ୍ଗୀତ।]