ସଂକରୀକରଣ Saṁkarīkaraṇa

  • ସଂ. ବି (ସଂକର+ଅଭୂତତ୍ଭାବେ ଚି+କୃ ଧାତୁ+ ଭାବ. ଅନ) — ନାନାବିଧ ପାପାନ୍ତର୍ଗତ ପାପ ବିଶେଷ; ଖର, ଅଶ୍ୱ, ଉଷ୍ଟ୍ର, ମୃଗ, ହସ୍ତ୍ରୀ, ମେଷ, ଛାଗଳ, ମତ୍ସ୍ୟ, ଅହି, ମହିଷ, ଏହି ଜୀବମାନଙ୍କର ବଧ); ଗ୍ରାମ୍ୟ ଓ ଆରଣ୍ୟ ପଶୁମାନଙ୍କ ବଧ — A sort of sin (amongst the nine kind of sins enumerated in the Hindu Ṡāstras.) commited by killing of certain animals
  • ସଂ. ବି (ସଂକର+ଅଭୂତତ୍ଭାବେ ଚି+କୃ ଧାତୁ+ ଭାବ. ଅନ) — ବହୁ ପଦାର୍ଥର ଏକତ୍ର ମିଶ୍ରଣ — Mixing up of many things
  • ସଂ. ବି (ସଂକର+ଅଭୂତତ୍ଭାବେ ଚି+କୃ ଧାତୁ+ ଭାବ. ଅନ) — ଦୁଇ ବିଭିନ୍ନ ଜାତୀୟ ପଶୁ ବା ବୃଷାଦିକୁ ଯୋଡ଼ କରାଇ ଦୁଇ ଜାତିର ଗୁଣବିଶିଷ୍ଟ ଜୀବ ବା ବୃକ୍ଷାଦି ଉତ୍ପାଦନ କରାଇବା କ୍ରିୟା — Cross- breeding
  • ସଂ. ବି (ସଂକର+ଅଭୂତତ୍ଭାବେ ଚି+କୃ ଧାତୁ+ ଭାବ. ଅନ) — ଜାତିଭ୍ରଂଶକରଣ — Causing a person to lose his caste