ଷୋଡ଼ଶକ Shoṟḍ̠aṡaka

  • ସଂ. ବି (ଷୋଡ଼ଶନ୍+ସ୍ୱାର୍ଥେ କ) — ମୃତାହ ଶ୍ରାଦ୍ଧ କାଳରେ ପ୍ରେତ ଉଦ୍ଦେଶ୍ୟରେ ଦେୟ ଷୋଳଟି ବସ୍ତୁ — Sixteen articles given away to Brāhmaṇas after being dedicated to the ghost or departed soul of the deceased, during the funeral rites
  • ସଂ. ବି (ଷୋଡ଼ଶନ୍+ସ୍ୱାର୍ଥେ କ) — [ଦ୍ର—ଯଥା, ଭୂମି, ଆସନ, ଜଳ, ବସ୍ତ୍ର, ଦୀପ, ଅନ୍ନ, ତାମ୍ବୁଳ, ଛତ୍ର, ଗନ୍ଧ, ମାଲ୍ୟ, ଫଳ, ଶଯ୍ୟା, ପାଦୁକା, ଗୋ, କାଞ୍ଚନ ଓ ରଜତ।
  • ସଂ. ବି (ଷୋଡ଼ଶନ୍+ସ୍ୱାର୍ଥେ କ) — ଷୋଳସଂଖ୍ୟା — The number sixteen
  • ସଂ. ବି (ଷୋଡ଼ଶନ୍+ସ୍ୱାର୍ଥେ କ) — (ଶୁଦ୍ଧିତତ୍ୱ)