ଷୋଡ଼ଶାଂଘ୍ରି Shoṟḍ̠aṡāṁghri

  • ସଂ. ବି (ବହୁବ୍ରୀହି; ଷୋଡ଼ଶ+ଅଂଘ୍ରି=ଚରଣ ଯାହାର) — କର୍କଟ (ହେମଚନ୍ଦ୍ର) — Crab
  • ସଂ. ବିଣ — 16 ଟି ପଦ ବିଶିଷ୍ଟ — 16ଟି ପଦ ବିଶିଷ୍ଟ—Having sixteen legs