ଷୋଡ଼ଶ ଦାନ Shoṟḍ̠aṡa dāna
- ସଂ. ବି — ଆଦ୍ୟଶ୍ରାଦ୍ଧରେ ପ୍ରେତୋ— ଦ୍ଦେଶ୍ୟରେ ଦିଆଯିବା 16 ଟି ବସ୍ତୁର ଦାନ — ଆଦ୍ୟଶ୍ରାଦ୍ଧରେ ପ୍ରେତୋ— ଦ୍ଦେଶ୍ୟରେ ଦିଆଯିବା6ଟି ବସ୍ତୁର ଦାନ—. The gift of 6 articles to Brahmins in honour of the deceased during obsequial rites
- ସଂ. ବି — [ଦ୍ର—ଏହି ଷୋଡ଼ଶ ଦାନ 16 ଥର ବା 16 ଗୁଣ କରି ଦିଆଗଲେ ଏହା 'ଦାନ ସାଗର' ନାମରେ ଖ୍ୟାତ ହୁଏ। ଗୟାଶ୍ରାଦ୍ଧ— ପଦ୍ଧତିରେ ବର୍ଣ୍ଣିତ ଉକ୍ତ ଷୋଡ଼ଶ ଦାନ, ଯଥା— ସ୍ୱର୍ଣ୍ଣ, ରୌପ୍ୟ, ତାମ୍ର, କାଂସ୍ୟ, ଗୋ, ଅଶ୍ୱ, ହସ୍ତୀ, ଗୃହ, ଭୂମି, ବୃଷ, ବସ୍ତ୍ର, ଶଯ୍ଯା, ଉପାନହ, ଦାସୀ, ଅନ୍ନ ଓ ଜଳ (ବାୟୁ ପୁରାଣ—ଗୟାମାହାତ୍ମ୍ୟ)। ଏହା ଷୋଡ଼ଶକଠାରୁ ପୃଥକ୍। — [ଦ୍ର—ଏହି ଷୋଡ଼ଶ ଦାନ16ଥର ବା16ଗୁଣ କରି ଦିଆଗଲେ ଏହା 'ଦାନ ସାଗର' ନାମରେ ଖ୍ୟାତ ହୁଏ ଗୟାଶ୍ରାଦ୍ଧ— ପଦ୍ଧତିରେ ବର୍ଣ୍ଣିତ ଉକ୍ତ ଷୋଡ଼ଶ ଦାନ, ଯଥା— ସ୍ୱର୍ଣ୍ଣ, ରୌପ୍ୟ, ତାମ୍ର, କାଂସ୍ୟ, ଗୋ, ଅଶ୍ୱ, ହସ୍ତୀ, ଗୃହ, ଭୂମି, ବୃଷ, ବସ୍ତ୍ର, ଶଯ୍ଯା, ଉପାନହ, ଦାସୀ, ଅନ୍ନ ଓ ଜଳ (ବାୟୁ ପୁରାଣ—ଗୟାମାହାତ୍ମ୍ୟ) ଏହା ଷୋଡ଼ଶକଠାରୁ ପୃଥକ୍
- ସଂ. ବି — ଷୋଡ଼ଶକ (ଦେଖ) — Shoṟḍ̠aṡaka (See)
- ସଂ. ବି — ମଳମାସତତ୍ୱ— ଲିଖିତ ତୁଳାସୁରୁଷାଦି 16 ପ୍ରକାର ବହୁ ପୁଣ୍ୟପ୍ରଦ ମହାଦାନ — ମଳମାସତତ୍ୱ— ଲିଖିତ ତୁଳାସୁରୁଷାଦି16ପ୍ରକାର ବହୁ ପୁଣ୍ୟପ୍ରଦ ମହାଦାନ—. 16 kinds of great gifts prescribed in the Hindu Ṡastras
- ସଂ. ବି — [ଦ୍ର— 1 । ତୁଳା ପୁରୁଷ 2 । ହିରଣ୍ୟ ଗର୍ଭ, 3 । ବ୍ରହ୍ମାଣ୍ଡ, 4 । କଳ୍ପ ପାଦପ, 5 । ଗୋ ସହସ୍ର, 6 । ହିରଣ୍ୟ କାମଧେନୁ, 7 । ହିରଣ୍ୟାଶ୍ୱ, 8 । ପଞ୍ଚ ଲାଙ୍ଗଳକ, 9 । ଧରା, 10 । ହିରଣ୍ୟାଶ୍ୱରଥ, 11 । ହେମହସ୍ତ ରଥ, 12 । ବିଷ୍ଣୁଚକ୍ର, 13 । କଳ୍ପଲତା, 14 । ସପ୍ତ ସାଗର; 15 । ରତ୍ନ ଧେନୁ ଓ 16 । ମହାଭୂତ ଘଟ।] — [ଦ୍ର—1 ତୁଳା ପୁରୁଷ2 ହିରଣ୍ୟ ଗର୍ଭ,3 ବ୍ରହ୍ମାଣ୍ଡ,4 କଳ୍ପ ପାଦପ,5 ଗୋ ସହସ୍ର,6 ହିରଣ୍ୟ କାମଧେନୁ,7 ହିରଣ୍ୟାଶ୍ୱ,8 ପଞ୍ଚ ଲାଙ୍ଗଳକ,9 ଧରା,10 ହିରଣ୍ୟାଶ୍ୱରଥ,11 ହେମହସ୍ତ ରଥ,12 ବିଷ୍ଣୁଚକ୍ର,13 କଳ୍ପଲତା,14 ସପ୍ତ ସାଗର;15 ରତ୍ନ ଧେନୁ ଓ16 ମହାଭୂତ ଘଟ]