ଷୋଡ଼ଶ ଭୁଜା Shoṟḍ̠aṡa bhujā
- ସଂ. ବିଣ. ସ୍ତ୍ରୀ (ବହୁବ୍ରୀହି) — ଯେଉଁ ସ୍ତ୍ରୀର 16 ଟି ହାତ — ଯେଉଁ ସ୍ତ୍ରୀର16ଟି ହାତ—(a woman) Having 16 hands
- ସଂ. ବି. ସ୍ତ୍ରୀ — କାଳିକା ପୁରାଣୋକ୍ତ 16 ହସ୍ତଯୁକ୍ତା ଦୁର୍ଗା — କାଳିକା ପୁରାଣୋକ୍ତ16ହସ୍ତଯୁକ୍ତା ଦୁର୍ଗା—Sixteen-armed Durgā
- ସଂ. ବି. ସ୍ତ୍ରୀ — [ଦ୍ର—ଆଶ୍ୱିନ ମାସର କୃଷ୍ଣ ଏକାଦଶୀରେ ଉପବାସୀ ରହି ପରଦିନ ଦ୍ୱାଦଶୀରେ ଦିନମାନ ଉପବାସ କରି ରାତିରେ ହବି— ଷ୍ୟାନ୍ନ ଭୋଜନ କରିବ। ତତ୍ପର ଚତୁର୍ଦଶୀ ଦିନ ମହାମାୟାଙ୍କୁ ବୋଧନ କରି ଶ୍ରୀନୈବେଦ୍ୟାଦି ଉପକରଣ ଦ୍ୱାରା ଷୋଡ଼ଶ— ଭୁଜାଙ୍କ ପୂଜା କରିବ। ପରଦିନ ଅମାବାସ୍ୟାଠାରୁ ଶୁକ୍ଳା— ନବମୀ ପର୍ଯ୍ୟନ୍ତ ଦିନମାନ ଉପବାସୀ ରହି ରାତିରେ ହବିଷ୍ୟାନ୍ନ ଗ୍ରହଣ କରିବ। ଏ ପୂଜା ଜ୍ୟେଷ୍ଠା ନକ୍ଷତ୍ରରେ ଆରମ୍ଭ କରି ଉତ୍ତରାଷାଢ଼ାରେ ସମାପନ କରି ଶ୍ରବଣାରେ ଦେବୀଙ୍କୁ ବିସର୍ଜନ କରିବ—ବିଶ୍ୱକୋଷ, ଧୃତ କାଳିକା— ପୁରାଣ।]