ଷୋଡ଼ଶ ପିଣ୍ଡ Shoṟḍ̠aṡa piṇḍa

  • ସଂ. ବି — ପିତୃପକ୍ଷ ଅମାବାସ୍ୟା (ମହାଳୟା)ରେ ଓ ତୀର୍ଥ ସ୍ଥଳରେ କରାଯିବା ଶ୍ରାଦ୍ଧ ଉପଲକ୍ଷେ ଓ ପାର୍ବଣ ଶ୍ରାଦ୍ଧାନ୍ତେ ପ୍ରଦତ୍ତ ଉଣେଇଶି ଗୋଟି ପିଣ୍ଡ (ବିଶ୍ୱକୋଷ) — A technical term for 19 rice- balls offered to the deceased ancestors in the Mahāḻayā Ṣrāddha & Ṣrāddha performed at sacred shrines
  • ସଂ. ବି — [ଦ୍ର— ପ୍ରକୃତରେ ଏହି ପିଣ୍ଡମାନଙ୍କ ସଂଖ୍ୟା 19 ଟି ଓ 19 ଟି ପିଣ୍ଡଦାନପାଇଁ 19 ଟି ସ୍ୱତନ୍ତ୍ର ମନ୍ତ୍ର ଅଛି। ଗୟାରେ ପ୍ରେତ— ଶିଳାରେ ଯେଉଁ ରୀତିରେ ପିତୃଷୋଡ଼ଶୀ ଓ ମାତୃ ଷୋଡ଼ଶୀ ମନ୍ତ୍ରଦ୍ୱାରା ପିଣ୍ଡ ଦାନ କରାଯାଏ ସେହି ପ୍ରଣାଳୀରେ ଏ ପିଣ୍ଡଦାନ କର୍ତ୍ତବ୍ୟ। 'ଷୋଡ଼ଶପିଣ୍ଡ' ପରିଭାଷିକ ଶବ୍ଦ। ଯେଉଁପରି 'ପଞ୍ଚାମ୍ର' ଶବ୍ଦଦ୍ୱାରା ଛଅ ପ୍ରକାର 23 ଟି ବୃକ୍ଷ ବୁଝାଯାଏ, ଷୋଡ଼ଶ ଦାନଦ୍ୱାରା 19 ଟି ପିଣ୍ଡ ବୁଝାଯାଏ—(ବିଶ୍ୱକୋଷ)] — [ଦ୍ର— ପ୍ରକୃତରେ ଏହି ପିଣ୍ଡମାନଙ୍କ ସଂଖ୍ୟା19ଟି ଓ19ଟି ପିଣ୍ଡଦାନପାଇଁ19ଟି ସ୍ୱତନ୍ତ୍ର ମନ୍ତ୍ର ଅଛି ଗୟାରେ ପ୍ରେତ— ଶିଳାରେ ଯେଉଁ ରୀତିରେ ପିତୃଷୋଡ଼ଶୀ ଓ ମାତୃ ଷୋଡ଼ଶୀ ମନ୍ତ୍ରଦ୍ୱାରା ପିଣ୍ଡ ଦାନ କରାଯାଏ ସେହି ପ୍ରଣାଳୀରେ ଏ ପିଣ୍ଡଦାନ କର୍ତ୍ତବ୍ୟ 'ଷୋଡ଼ଶପିଣ୍ଡ' ପରିଭାଷିକ ଶବ୍ଦ ଯେଉଁପରି 'ପଞ୍ଚାମ୍ର' ଶବ୍ଦଦ୍ୱାରା ଛଅ ପ୍ରକାର23ଟି ବୃକ୍ଷ ବୁଝାଯାଏ, ଷୋଡ଼ଶ ଦାନଦ୍ୱାରା19ଟି ପିଣ୍ଡ ବୁଝାଯାଏ—(ବିଶ୍ୱକୋଷ)]