ଷୋଳପଣ Shoḻa paṇa

  • ଦେ. ବି — ଏକ କାହାଣ ବା 320 ଗଣ୍ଡା ବା 128 କଡ଼ା କଉଡ଼ି — ଏକ କାହାଣ ବା320ଗଣ୍ଡା ବା28କଡ଼ା କଉଡ଼ି—. 280 pieces of cowries or shell money (formerly passing a currency.)
  • ଦେ. ବି — କୌଣସି ବିଷୟର ସାଙ୍ଗେ ପାଙ୍ଗୋ ବା ସମ୍ପୂର୍ଣ୍ଣ ଅବସ୍ଥା — A full or complete condition of anything or matter
  • ଦେ. ବି — କୌଣସି କାର୍ଯ୍ୟର ପୂର୍ଣ୍ଣତା — Completion of any work
  • ଦେ. ବି — ବସ୍ତୁର ସମସ୍ତଟା — The whole
  • ଦେ. ବି — ପୂର୍ଣ୍ଣମାତ୍ରା — Complete measure
  • ଦେ. ବିଣ — ସମ୍ପୂର୍ଣ୍ଣ (ପଦାର୍ଥ) — Full; complete
  • ଦେ. ବିଣ — ଗୋଟାକଯାକ — Whole
  • ଦେ. ବିଣ — [ଉ—ସେ କହେ ଯଯାତି ଷୋଳପଣ ତାର ଚିର ସମ୍ଭୋଗ୍ୟ ସେ ତାର—ନନ୍ଦକିଶୋର. ଶର୍ମିଷ୍ଠା]
  • ଦେ. ବିଣ — ପୂର୍ଣ୍ଣମାତ୍ରାଯୁକ୍ତ; ପୂର୍ଣ୍ଣାଙ୍ଗ — Of full measure or outturn; bumper
  • ଦେ. ବିଣ — (ଯଥା—ଏ ବର୍ଷ ଷୋଳପଣ ଫସଲ ହୋଇଥିଲା।)
  • ଦେ. କ୍ରି. ବିଣ — ସମ୍ପୂର୍ଣ୍ଣରୂପେ — Fully; completely
  • ଦେ. କ୍ରି. ବିଣ — (ଯଥା—ମୋ ଦିହ ଷୋଳପଣ ସୁଧୁରିଲାଣି।)