ଷୋଳକ ପଣିକିଆ Shoḻaka paṇikiā

  • ଦେ. ବି — ପଣକିଆର ଷୋଳକେ ( 16 X 1 ) ଖନ୍ଦାଠାରୁ ଷୋଳ ଦଶାଁ ( 16 X 10 ) ଖନ୍ଦା ପର୍ଯ୍ୟନ୍ତ ସ୍ତମ୍ଭମାନ — ପଣକିଆର ଷୋଳକେ (16X1) ଖନ୍ଦାଠାରୁ ଷୋଳ ଦଶାଁ (16X10) ଖନ୍ଦା ପର୍ଯ୍ୟନ୍ତ ସ୍ତମ୍ଭମାନ—The series or columns of arithmetical tables of the number 16 (beginning from the multiplication of 16 by 1; up to that of 16 by 10)