ଷୋଳଶା Shoḻaṡā

  • ଦେ. ବିଣ. ପୁଂ. ଓ ସ୍ତ୍ରୀ [ସଂ ଷୋଡ଼ଶା] — ଷୋଡ଼ଶ ବର୍ଷୀୟା — Aged sixteen years
  • ଦେ. ବିଣ. ପୁଂ. ଓ ସ୍ତ୍ରୀ [ସଂ ଷୋଡ଼ଶା] — (ଉ— ଷୋଳଶାବାଳୀ ରୂପବନ୍ତୀ—ପ୍ରାଚୀ, ନିର୍ଗୁଣମାହାତ୍ମ୍ୟ।)