ଷୋହୋଳ Shohoḻa

  • ଦେ. ବି. ଓ ବିଣ (ସଂ. ଷୋଡ଼ଶ; ପ୍ରା. ସୋଳହ) — ଷୋଡ଼ଶ — Sixteen
  • ଦେ. ବି. ଓ ବିଣ (ସଂ. ଷୋଡ଼ଶ; ପ୍ରା. ସୋଳହ) — ଦୁଇ ପାଖରେ ଥିବା ଉଚ୍ଚ ଜମିର ମଧ୍ୟବର୍ତ୍ତୀ ଖାଲୁଆ ଅଂଶ ବା ପଟୀ — A strip of low land separating two high lands