ଷୋଳପଣିଆ Shoḻapaṇiā

  • ଦେ. ବିଣ — ଷୋଳପଣସମ୍ବନ୍ଧୀୟ — Relating to the full amount
  • ଦେ. ବି — କୌଣସି ସମ୍ପତ୍ତିର ବା ବିଷୟର ପୂର୍ଣ୍ଣ ଅଧିକାରପ୍ରାପ୍ତ ବ୍ଯକ୍ତି — A full proprietor of a property
  • ଦେ. ବି — (ଯଥା—ଏ ମାହାଲର ମୁଁ ଷୋଳପଣିଆ ଜମିଦାର ଅଟେ।)