ଷୋଳ ବୟସିଆ Shoḻa bayasiā

  • ଦେ. ବିଣ. ପୁଂ. — ଷୋଡ଼ଶବର୍ଷୀୟ — Aged 6 years
  • ଦେ. ବିଣ. ପୁଂ. — ପୂର୍ଣ୍ଣ ଯୁବା (ଆମ ଦେଶରେ) — Youthful; in the prime of youth
  • ଦେ. ବିଣ. ପୁଂ. — (ଉ—ତାହାଙ୍କର ବାବୁ ବୁଢ଼ା ହୋଇଲାଠାରେ, ଷୋଳ ବରଷିଆ ସେ ଅଟନ୍ତି ଯୁଦ୍ଧରେ—କୃଷ୍ଣସିଂହ, ମହାଭାରତ, ଉଦ୍ଯୋଗ।)