ଷୋଳଙ୍ଗପୁର Shoḻaṅgapura

  • ଦେ ବି (ନାମ) (ସଂ. ଷୋଡ଼ଶାଙ୍ଗ+ପୁର) — ବୈତରଣୀ ନଦୀକୂଳରେ ଥିବା ଗ୍ରାମବିଶେଷ — The name of a village on the Ba̲i̱taraṇī river
  • ଦେ ବି (ନାମ) (ସଂ. ଷୋଡ଼ଶାଙ୍ଗ+ପୁର) — [ଦ୍ର—କପିଳେନ୍ଦ୍ର ଦେବ ଏହି ଗ୍ରାମରେ ଷୋଳପୁର ବିଶିଷ୍ଟ ଗୋଟିଏ ନଅର ତୋଳାଇଥିଲେ। କଳାପାହାଡ଼ ଓଡ଼ିଶା ଆକ୍ରମଣ କଲାବେଳେ ଏହି ନଅରକୁ ଭାଙ୍ଗି ପକାଇଥିଲେ। ଏହି ସ୍ଥାନରୁ କେତେକ ବୌଦ୍ଧମୂର୍ତ୍ତି ଆବିଷ୍କୃତ ହୋଇଅଛି—ଚନ୍ଦ୍ରଶେଖର ଦାସ।]