ଷଡ଼୍ଧା Shaṟḍ̠-dhā

  • ସଂ. ବି (ଷଟ୍+ପ୍ରକାରାର୍ଥେ ଧା) — ଛଅ ପ୍ରକାର — Six kinds or six sorts
  • ସଂ. ବିଣ — ଛଅ ପ୍ରକାରର — Of six sorts
  • ସଂ. କ୍ରି. ବିଣ — ଛଅ ପ୍ରକାରେ — In six kinds; in six ways
  • ସଂ. କ୍ରି. ବିଣ — ଛଅ ଭାଗରେ — Into six parts