ଷଡ଼୍ବାହୁ Shaṟḍ̠-bāhu
- ସଂ. ବି (କର୍ମଧା) — ଛଅଟି ହାତ — Six hands or arms
- ସଂ. ବି (କର୍ମଧା) — (କ୍ଷେତ୍ରର) ଛଅଟି ପାର୍ଶ୍ୱସ୍ଥ ସୀମା ରେଖା — Six sides of a geometrical figure
- ସଂ. ବି (କର୍ମଧା) — (ବହୁବ୍ରୀହି) ଛଅଟି ବାହୁବେଷ୍ଟିତ କ୍ଷେତ୍ର — A hexagon
- ସଂ. ବିଣ (ବହୁବ୍ରୀହି) — ଛଅବାହୁବିଶିଷ୍ଟ — Having six hands or arms
- ଦେ. ବି — ଶ୍ରୀଚୈତନ୍ୟଦେବ — Ṡrī Cha̲i̲̲̲̲tanya
- ଦେ. ବି — [ଦ୍ର—ଶ୍ରୀଚୈତନ୍ୟଦେବ ପୁରୀରେ ରାଜା ପ୍ରତାପରୁଦ୍ର ଦେବଙ୍କୁ ନିଜର ଷଡ଼୍ଭୁଜ ମୂର୍ତ୍ତି ଦେଖାଇଥିଲେ। ଏହି ଷଡ଼୍ଭୁଜ ମଧ୍ୟରୁ 4 ଭୁଜରେ ବିଷ୍ଣୁଙ୍କ ପରି ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଓ ଅନ୍ଯ ଦୁଇ ଭୁଜରେ ଦଣ୍ଡ ଓ କମଣ୍ଡଳୁ ଧରିଥିଲେ। କଥିତ ଅଛି ଯେ, ଏହି ଷଡ଼୍ଭୁଜ ରୂପ ଧାରଣ କରି ଶ୍ରୀଚୈତନ୍ୟ ଜଗନ୍ନାଥଙ୍କ ବିଗ୍ରହରେ ଲୀନ ହେଲେ।] — [ଦ୍ର—ଶ୍ରୀଚୈତନ୍ୟଦେବ ପୁରୀରେ ରାଜା ପ୍ରତାପରୁଦ୍ର ଦେବଙ୍କୁ ନିଜର ଷଡ଼୍ଭୁଜ ମୂର୍ତ୍ତି ଦେଖାଇଥିଲେ ଏହି ଷଡ଼୍ଭୁଜ ମଧ୍ୟରୁ4ଭୁଜରେ ବିଷ୍ଣୁଙ୍କ ପରି ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଓ ଅନ୍ଯ ଦୁଇ ଭୁଜରେ ଦଣ୍ଡ ଓ କମଣ୍ଡଳୁ ଧରିଥିଲେ କଥିତ ଅଛି ଯେ, ଏହି ଷଡ଼୍ଭୁଜ ରୂପ ଧାରଣ କରି ଶ୍ରୀଚୈତନ୍ୟ ଜଗନ୍ନାଥଙ୍କ ବିଗ୍ରହରେ ଲୀନ ହେଲେ]