ଷଡ଼୍ଜୟନ୍ତୀ Shaṟḍ̠-jayantī
- ସଂ. ବି — ବର୍ଷ ମଧ୍ୟରେ ଛଅଟି ନିର୍ଦ୍ଦିଷ୍ଟ ଉପବାସ ବ୍ରତ — Six particular fasts observed during the year
- ସଂ. ବି — [ଦ୍ର— ଶିବରାତ୍ରି, ଜନ୍ମାଷ୍ଟମୀ, ବାମନଜନ୍ମ, ନୃସିଂହଜନ୍ମ, ରାମ ନବମୀ ଓ ମହାଷ୍ଟମୀକୁ ଷଡ଼୍ଜୟନ୍ତୀ ବୋଲାଯାଏ। ଯେଉଁମାନେ 24 ଏକାଦଶୀ କରନ୍ତି ସେମାନେ ଷଡ଼୍ଜୟନ୍ତୀ ବ୍ରତ କଲେ ବର୍ଷକେ ଏକ ମାସ ଉପବାସ ପୂର୍ଣ୍ଣ ହୁଏ। ବାକ୍ୟ ଅଛି; ଯଥା— ମାସୋପବାସୀ ତରୁଣାଗ୍ନିହୋତ୍ରୀ ବେଦାନ୍ତ ଗୋଚନ୍ଦ୍ର ସହସ୍ରଦର୍ଶୀ ମିଷ୍ଟାନ୍ନଦାତା ଚ ପତିବ୍ରତା ଚ ଷଡ଼୍ଜୀବ ଲୋକେ ମମ ବନ୍ଦନୀୟାଃ। ଭଗବାନଙ୍କ ପ୍ରତି ନାରଦଙ୍କ ଉକ୍ତି।] — [ଦ୍ର— ଶିବରାତ୍ରି, ଜନ୍ମାଷ୍ଟମୀ, ବାମନଜନ୍ମ, ନୃସିଂହଜନ୍ମ, ରାମ ନବମୀ ଓ ମହାଷ୍ଟମୀକୁ ଷଡ଼୍ଜୟନ୍ତୀ ବୋଲାଯାଏ ଯେଉଁମାନେ24ଏକାଦଶୀ କରନ୍ତି ସେମାନେ ଷଡ଼୍ଜୟନ୍ତୀ ବ୍ରତ କଲେ ବର୍ଷକେ ଏକ ମାସ ଉପବାସ ପୂର୍ଣ୍ଣ ହୁଏ ବାକ୍ୟ ଅଛି; ଯଥା— ମାସୋପବାସୀ ତରୁଣାଗ୍ନିହୋତ୍ରୀ ବେଦାନ୍ତ ଗୋଚନ୍ଦ୍ର ସହସ୍ରଦର୍ଶୀ ମିଷ୍ଟାନ୍ନଦାତା ଚ ପତିବ୍ରତା ଚ ଷଡ଼୍ଜୀବ ଲୋକେ ମମ ବନ୍ଦନୀୟାଃ ଭଗବାନଙ୍କ ପ୍ରତି ନାରଦଙ୍କ ଉକ୍ତି]