ଷଡ଼୍ବିନ୍ଦୁ Shaṟḍ̠-bindu

  • ସଂ. ବି—(ଷଟ୍+ବିନ୍ଦୁ) — ଛଅଟି ବିନ୍ଦୁ — Six points
  • ସଂ. ବି—(ଷଟ୍+ବିନ୍ଦୁ) — ଛଅ ଟୋପା — Six drops
  • ସଂ. ବି—(ଷଟ୍+ବିନ୍ଦୁ) — ବିଷ୍ଣୁ — A name of Bishṇu
  • ସଂ. ବି—(ଷଟ୍+ବିନ୍ଦୁ) — କୀଟ ବିଶେଷ (ବିଶ୍ୱକୋଷ) — A kind of insect