ଷଡ଼୍ବିଧ Shaṟḍ̠-bidha

  • ସଂ. ବିଣ (ଷଟ୍+ବିଧା=ପ୍ରକାର; ବହୁବ୍ରୀହି) — ଛଅ ପ୍ରକାରର — Of six kinds or sorts
  • ସଂ. ବିଣ (ଷଟ୍+ବିଧା=ପ୍ରକାର; ବହୁବ୍ରୀହି) — (ଯଥା—ରସ ଷଡ଼୍ବିଧ ଓ ଗନ୍ଧ ଦ୍ୱିବିଧ ଅଟେ।)