ଶ୍ରାବିତ Ṡrabita

  • ସଂ. ବିଣ, (ଶ୍ରୁ ଧାତୁ ଣିଚ୍ ଶ୍ରାବି ଧାତୁ+କର୍ମ. ତ) — ଯାହା କର୍ଣ୍ଣଗୋଚର କରା ଯାଇଅଛି; ଜ୍ଞାପିତ — Intimated
  • ସଂ. ବିଣ, (ଶ୍ରୁ ଧାତୁ ଣିଚ୍ ଶ୍ରାବି ଧାତୁ+କର୍ମ. ତ) — ବର୍ଣ୍ଣିତ — Narrated; ralated (Apte)