ଶ୍ରାବଣୀ Ṡrābaṇī

  • ସଂ. ବି. ସ୍ତ୍ରୀ — (ଶ୍ରବଣ +ଅ+ଈ) — ଶ୍ରାବଣ ମାସର ପୂର୍ଣ୍ଣିମା — The day of fullmoon of the month of Ṡrābaṇa
  • ସଂ. ବି. ସ୍ତ୍ରୀ — (ଶ୍ରବଣ +ଅ+ଈ) — ଥାଲୁକୁଣୀ (ପ୍ରକୃତି- ବାଦ); ମଣ୍ଡୂକପର୍ଣ୍ଣୀ — Hydrocotyle Asiatica; the Asiatic pennywort
  • ସଂ. ବି. ସ୍ତ୍ରୀ — (ଶ୍ରବଣ +ଅ+ଈ) — ଦଧ୍ୟାଳୀ ବୃକ୍ଷ (ପ୍ରକୃତିବାଦ); ଦହି ଦହିକା ଗୁଳ୍ମ — Tinospora Tomentosa (plant)
  • ସଂ. ବି. ସ୍ତ୍ରୀ — (ଶ୍ରବଣ +ଅ+ଈ) — ମୁଣ୍ଡିତିକା ବୃକ୍ଷ (ପ୍ରକୃତିବାଦ); ମୋଡ଼ାଛୁଇଁ ଗଛ — Sphaeranths Indicum