ଶ୍ରାବନ୍ତୀ Ṡrābantī

  • ସଂ. ବି — ରାମାୟଣୋକ୍ତ ନଗରୀ ବିଶେଷ; ଉତ୍ତରକୋଶଳସ୍ଥ ଲବଙ୍କ ରାଜଧାନୀ; ଧର୍ମପତ୍ତନ ନାମକ ନଗରର ନାମାନ୍ତର — Name of an ancient town of the name fo Dharmapattana
  • ସଂ. ବି — [ଦ୍ର— କେହିକେହି ଏହାକୁ ଶ୍ରାବସ୍ତୀ ବୋଲି କହନ୍ତି। ବିଶ୍ୱକୋଷ]