ଶ୍ରାବସ୍ତ Ṡrābasta

  • ସଂ. ବି. ପୁଂ. —(ଶ୍ରାବ+ଅପତ୍ୟାର୍ଥେ. ସ୍ତ) — ଶ୍ରାବ ରାଜାଙ୍କ ପୁତ୍ର ଓ ଶ୍ରାବସ୍ତୀ ନଗରର ପ୍ରତିଷ୍ଠାତା [ବିଶ୍ୱକୋଷ] — Name of a king who established the town of Ṡrābasti